#nandighoshatv #ganjam #odisha ଗଞ୍ଜାମ ଜିଲ୍ଲାରେ ଖୋଲିନାହିଁ ସରକାରୀ ଧାନ ମଣ୍ଡି l ଫଳରେ ଅମଳ ଧାନକୁ କେମିତି ବିକ୍ରି କରିବେ ସେନେଇ ଚିନ୍ତାରେ ଚାଷୀ । ଆସିକା ଓ ଧରାକୋଟ ଅଞ୍ଚଳରେ ଧାନ ମଣ୍ଡି ଖୋଲି ନଥିବା ଯୋଗୁଁ ଚାଷୀମାନେ ଦଲାଲକୁ ଧାନ ଦେବା ପାଇଁ ବାଧ୍ୟ ହେଉଛନ୍ତି l Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.