#nandighoshatv #kandhamal #odisha ଜାଡ଼ରେ ଥରୁଛି କନ୍ଧମାଳ । ଜିଲ୍ଲାର ଫୁଲବାଣୀ ସମେତ ବାଲିଗୁଡ଼ା,ଦାରିଙ୍ଗିବାଡ଼ି,ବେଲଘର, ତୁମୁଡ଼ିବନ୍ଧ ଆଦି ଅଞ୍ଚଳରେ ଦିନକୁ ଦିନ ପାରଦ ତଳମୁହାଁ ହୋଇଛି । ପ୍ରବଳ ଜାଡ଼ରେ କଲବଲ ହେଉଛନ୍ତି ଲୋକେ Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.